ସର୍ବନିମ୍ନ କାଗଜପତ୍ର ଦ୍ୱାରା ₹3000ରୁ ଆରମ୍ଭ ହେଉଥିବା ସ୍ୱର୍ଣ୍ଣ ଋଣ ।
ଆଜି ଆପଣ କେତେ ପରିମାଣର ସ୍ୱର୍ଣ୍ଣ ଋଣ ପାଇପାରିବେ ତାହା ଜାଣିବା ପାଇଁ ଗଣନା କରନ୍ତୁ
କେତେ ସୁନା ଆବଶ୍ୟକ ଜାଣିବା ପାଇଁ ପରିମାଣ ଏବଂ କାରେଟ ମୂଲ୍ୟ ଭର୍ତ୍ତି କରନ୍ତୁ ।
Enter your gold weight (in grams) and carat value to see your eligible amount.
Gold Weight: 0 grams
Loan Amount: ₹0
Carat: 22
ଆମର ସଫଳ ଯାତ୍ରା
ଭାରତର ଅନ୍ୟତନ ଉତ୍ତମ NBFC ମଧ୍ୟରୁ ଗୋଟିଏ ଭାବରେ 76 ବର୍ଷରୁ ଅଧିକ ସମୟର ଐତିହ୍ୟ
ଆମର ସ୍ୱର୍ଣ୍ଣ ଋଣର ମୁଖ୍ୟାଂଶ

ଶୀଘ୍ର ଆବଣ୍ଟନ*

ଦିନ ଅନୁସାରେ ସୁଧ ହାର*

ପ୍ରତି ଗ୍ରାମ ସୁନା ପାଇଁ ସର୍ବାଧିକ ଋଣ*

କମ ସୁଧ ହାର*

ସହଜ ପରିଶୋଧ ବିକଳ୍ପ*

କୌଣସି ଲୁକ୍କାୟିତ ଶୁଳ୍କ ନାହିଁ*
ମଣପ୍ପୁରମ ସ୍ୱର୍ଣ୍ଣ ଋଣର ଲାଭ
(ଭାରତର ଅନ୍ୟତମ ଉତ୍ତମ NBFC ଭାବରେ 76 ବର୍ଷରୁ ଅଧିକ ସମୟର ଐତିହ୍ୟ)
ଆପଣଙ୍କର ସୁନା 100% ସୁରକ୍ଷିତ ଏବଂ ବୀମାକୃତ
365 ଦିନ* ମଧ୍ୟରେ ଯେକୌଣସି ସମୟରେ ପରିଶୋଧ*
24x7 ଅତିରିକ୍ତ ଟପ-ଅପ ସୁବିଧା*
24x7 ନିରୀକ୍ଷଣ ଏବଂ ତଦାରଖ*
ସମ୍ପୂର୍ଣ୍ଣ ବୀମାକୃତ ଭଲ୍ଟ
1949ରୁ ସ୍ୱପ୍ନକୁ ସତ କରୁଛୁ
ଆମ ଉପରେ ବିଶ୍ୱାସ କରୁଥିବା ଲୋକଙ୍କର ସତ କାହାଣୀ ।
4ଟି ସହଜ ପଦକ୍ଷେପରେ ସ୍ୱର୍ଣ୍ଣ ଋଣ ପାଆନ୍ତୁ
(ଭାରତର ଅନ୍ୟତମ ଉତ୍ତମ NBFC ଭାବରେ 76 ବର୍ଷରୁ ଅଧିକ ସମୟର ଐତିହ୍ୟ)
ସ୍ୱର୍ଣ୍ଣ ଋଣ ପାଇଁ ଆବେଦନ କରନ୍ତୁ
ଆପଣଙ୍କର ସୁନା ଅଳଙ୍କାର ସହିତ ଆପଣଙ୍କର ନିକଟସ୍ଥ ମଣପ୍ପୁରମ ସ୍ୱର୍ଣ୍ଣ ଋଣ ଶାଖାକୁ ଚାଲିଆସନ୍ତୁ ।
ଗ୍ରାହକ ହୁଅନ୍ତୁ
ଗ୍ରାହକ ହେବା ପ୍ରକ୍ରିୟାକୁ ଶୀଘ୍ର ଏବଂ ହଇରାଣ ମୁକ୍ତ ଭାବରେ ସମାପ୍ତ କରିବା ପାଇଁ ଏକ ବୈଧ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ପ୍ରଦାନ କରନ୍ତୁ ।
ଆପଣଙ୍କ ସୁନାର ଉଚିତ ମୂଲ୍ୟ ପାଆନ୍ତୁ
ଆପଣଙ୍କ ପାଇଁ ସର୍ବାଧିକ ସମ୍ଭାବ୍ୟ ଋଣ ରାଶି ପାଇବା ନିଶ୍ଚିତ କରିବାକୁ ଆମର ବିଶେଷଜ୍ଞମାନେ ସୁନା ପରୀକ୍ଷା ଏବଂ ମୂଲ୍ୟାଙ୍କନ କରିବେ ।
ଆବଣ୍ଟନ ଏବଂ ଅନୁମୋଦନ
ଥରେ ଅନୁମୋଦନ ହେବା ପରେ ଋଣ ରାଶି ତୁରନ୍ତ ଆପଣଙ୍କ ବେଙ୍କ ଆକାଉଣ୍ଟରେ ଜମା ହୋଇଯିବ ।
ସାଧାରାଣ ଭାବେ ପଚରାଯାଉଥିବା ପ୍ରଶ୍ନ
ସ୍ୱର୍ଣ୍ଣ ଋଣ ବିଷୟରେ ଆପଣଙ୍କ ପାଇଁ ଜାଣିବା ଆବଶ୍ୟକ ସମସ୍ତ ବିଷୟ
ଭାରତରେ ସ୍ୱର୍ଣ୍ଣ ଋଣ ପାଇବା ପାଇଁ କଣ କଣ କାଗଜପତ୍ର ଆବଶ୍ୟକ?
ଭାରତରେ ସ୍ୱର୍ଣ୍ଣ ଋଣ ପାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ଭୋଟର ପରିଚୟ ପତ୍ର ଭଳି ପରିଚୟ ପତ୍ର ଏବଂ ଉପଯୋଗୀତା ବିଲ, ରାସନ କାର୍ଡ, କିମ୍ବା ଭଡ଼ା ଚୁକ୍ତିନାମା ଭଳି ଠିକଣା ପ୍ରମାଣ ଆବଶ୍ୟକ । 5 ଲକ୍ଷରୁ ଅଧିକ ଋଣ ରାଶି ପାଇଁ PAN କାର୍ଡର ନକଲ ମଧ୍ୟ ଆବଶ୍ୟକ ହୋଇପାରେ । ସମ୍ପୂର୍ଣ୍ଣ ହୋଇଥିବା ଆବେଦନ ଫର୍ମ ଏବଂ ଆପଣଙ୍କର ବେଙ୍କ ବିବୃତ୍ତି ଆଦି ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ଆବଶ୍ୟକ ।
ମୋର ସୁନା ନିରାପଦ ଏବଂ ସୁରକ୍ଷିତ ତ?
ହଁ, ମଣପ୍ପୁରମ ଫାଇନାନ୍ସ ଲିମିଟେଡ ଭଳି ବିଶ୍ୱସ୍ତ ଋଣଦାତାଙ୍କ ପାଖରେ ଆପଣଙ୍କର ସୁନା ବନ୍ଧକ ରଖିବା ସର୍ବାଧିକ ନିରାପଦ ସହିତ ସୁରକ୍ଷିତ ହୋଇଥାଏ । ଆପଣ ଆମକୁ ବାଛିଛନ୍ତି, ଆମର ଆଲାର୍ମ ସିଷ୍ଟମ, ମୋସନ ସେନ୍ସର ଏବଂ ନିୟନ୍ତ୍ରିତ ପ୍ରବେଶ ସହିତ ବୀମା ସୁରକ୍ଷା ଏବଂ 24/7 ନିରୀକ୍ଷଣ ଥିବା ସଂରକ୍ଷଣ ଭଲ୍ଟରେ ଆପଣଙ୍କର ସୁନା ସୁରକ୍ଷିତ ରହିଛି । ଆପଣଙ୍କର ସୁନା ସଠିକ ଭାବରେ ପରିଚାଳିତ ଏବଂ ସଂରକ୍ଷିତ ହେବା ସୁନିଶ୍ଚିତ କରିବା ପାଇଁ NBFC ପାଇଁ କଠୋର RBI ନିୟମ ମଧ୍ୟ ମଣପ୍ପୁରମ ଫାଇନାନ୍ସ ଲିମିଟେଡ ପାଳନ କରେ ।
ଗୋଟେ ସ୍ୱର୍ଣ୍ଣ ଋଣ ଖୋଲିବା ପାଇଁ ମୋର ବେଙ୍କ ଏକାଉଣ୍ଟ ଆବଶ୍ୟକ କି?
ଅଧିକାଂଶ ଋଣଦାତାଙ୍କ ପାଇଁ ଏକ ବେଙ୍କ ଏକାଉଣ୍ଟ ବାଧ୍ୟତାମୂଳକ । ତଥାପି, ମାଣାପ୍ପୁରଣ ଫାଇନାନ୍ସ ଲିମିଟେଡ ଭଳି ଋଣଦାତାଙ୍କ ପାଇଁ ଆପଣଙ୍କର ଏକ ସକ୍ରିୟ ବେଙ୍କ ଏକାଉଣ୍ଟ ନଥିଲେ ମଧ୍ୟ ଆପଣ 19,500/- ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ, କିନ୍ତୁ ନିମ୍ନଲିଖିତ କାରଣ ପାଇଁ ଏକ ଏକାଉଣ୍ଟ ରଖିବାକୁ ସୁପାରିଶ କରାଯାଉଛି -
- ଋଣ ରାଶି ସିଧାସଳଖ ଜମା ହୋଉଥିବା ଯୋଗୁଁ ସୁରକ୍ଷିତ ଏବଂ ଦ୍ରୁତ ବିତରଣ ।
- ଋଣ ରାଶିର କୌଣସି ସର୍ବନିମ୍ନ କିମ୍ବା ସର୍ବାଧିକ ସୀମା ନାହିଁ ।
- କେବଳ ବେଙ୍କ ଏକାଉଣ୍ଟ ଥିବା ବ୍ୟକ୍ତିମାନେ ଅନଲାଇନ ଆବେଦନ କରିପାରିବେ ।
ମଣପ୍ପୁରମରେ ସ୍ୱର୍ଣ୍ଣ ଋଣ ପାଇବାକୁ କେତେ ସମୟ ଲାଗେ?
ଆପଣ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ଏବଂ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ କରିଥିଲେ ଦ୍ରୁତ ପ୍ରକ୍ରିୟାରେ ମଣପ୍ପୁରମ ଫାଇନାନ୍ସ ଲିମିଟେଡରୁ ସ୍ୱର୍ଣ୍ଣ ଋଣ ପାଇ ପାରିବେ । ଥରେ ଆପଣ ପ୍ରସ୍ତୁତ ହେବା ପରେ ଉଭୟ ଅନଲାଇନ ଏବଂ ଅଫଲାଇନରେ ଆପଣ ଆବେଦନ କରିପାରିବେ, ଆପଣଙ୍କ ସୁନାର ମୂଲ୍ୟାଙ୍କନ କରିପାରିବେ ଏବଂ ତୁରନ୍ତ ପାଣ୍ଠି ଆବଣ୍ଟନ ସହିତ ବହୁତ କମ ସମୟ ମଧ୍ୟରେ ଅନୁମୋଦନ ପାଇବା ପାଇଁ ଆପଣଙ୍କର ଦସ୍ତାବିଜ ଦାଖଲ କରିପାରିବେ ।
ଯେକୌଣସି ବେଙ୍କ/NBFC/ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରୁ କୌଣସି ବିଦ୍ୟମାନ ସ୍ୱର୍ଣ୍ଣ ଋଣ ମାଣାପ୍ପୁରଣକୁ କିପରି ସ୍ଥାନାନ୍ତର କରିବେ?
- ଆପଣଙ୍କର ଯୋଗ୍ୟତା ଯାଞ୍ଚ କରନ୍ତୁ ଏବଂ ପରିଚୟପତ୍ର, ଠିକଣା ପ୍ରମାଣପତ୍ର ଏବଂ ପୁରୁଣା ଋଣ ବିବରଣୀ ଆଦି ଆବଶ୍ୟକୀୟ ଦସ୍ତାବିଜ ସଂଗ୍ରହ କରନ୍ତୁ ।
- ଏସବୁ ସରିବା ପରେ ନିକଟସ୍ଥ ଶାଖାକୁ ଯାଇ ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ଆବେଦନ କରନ୍ତୁ ଏବଂ ନୂତନ ଋଣ ରାଶି ନିର୍ଣ୍ଣୟ କରିବା ପାଇଁ ଆପଣଙ୍କର ସୁନା ଯାଞ୍ଚ କରନ୍ତୁ ।
- ନୂତନ ଋଣ ପରିମାଣ ଗ୍ରହଣ କରିବା ପରେ ସ୍ଥାନାନ୍ତର ସମାପ୍ତ କରିବା ପାଇଁ ପୁରୁଣା ଋଣ ପରିଶୋଧ କରନ୍ତୁ ।
ସ୍ଥାନାନ୍ତର ସମାପ୍ତ କରିବା ପାଇଁ ନୂତନ ଋଣ ଚୁକ୍ତିନାମାରେ ସ୍ୱାକ୍ଷର କରିବାକୁ ମନେରଖନ୍ତୁ ।
ଅନଲାଇନରେ ମଣପ୍ପୁରମ ସ୍ୱର୍ଣ୍ଣ ଋଣ କିପରି ପରିଶୋଧ କରିବେ?
ଆପଣ ଡେବିଟ କାର୍ଡ ବ୍ୟବହାର କରି କିମ୍ବା ନେଟ ବେଙ୍କିଙ୍ଗ, ମୋବାଇଲ ୱାଲେଟ, କିମ୍ବା UPI ମାଧ୍ୟମରେ ଗ୍ରାହକ ଇ-ସେବା ପୋର୍ଟାଲ କିମ୍ବା ମୋବାଇଲ ଏପ (OGL ଏପ) ବ୍ୟବହାର କରି ଆପଣଙ୍କର ମଣପ୍ପୁରମ ଫାଇନାନ୍ସ ଲିମିଟେଡ ସ୍ୱର୍ଣ୍ଣ ଋଣ ଅନଲାଇନରେ ଦେୟ କରିପାରିବେ । ଧ୍ୟାନ ଦିଅନ୍ତୁ ଯେ ମାଣାପ୍ପୁରମର ପ୍ଲାଟଫର୍ମରେ କ୍ରେଡିଟ କାର୍ଡ ପେମେଣ୍ଟ ଗ୍ରହଣ କରାଯାଏ ନାହିଁ ।







