ସର୍ବନିମ୍ନ କାଗଜପତ୍ର ଦ୍ୱାରା ₹3000ରୁ ଆରମ୍ଭ ହେଉଥିବା ସ୍ୱର୍ଣ୍ଣ ଋଣ ।

ଆଜି ଆପଣ କେତେ ପରିମାଣର ସ୍ୱର୍ଣ୍ଣ ଋଣ ପାଇପାରିବେ ତାହା ଜାଣିବା ପାଇଁ ଗଣନା କରନ୍ତୁ

କେତେ ସୁନା ଆବଶ୍ୟକ ଜାଣିବା ପାଇଁ ପରିମାଣ ଏବଂ କାରେଟ ମୂଲ୍ୟ ଭର୍ତ୍ତି କରନ୍ତୁ ।

Note: ପ୍ରଦର୍ଶିତ ପରିମାଣ ଏକ ଆନୁମାନିକ ମୂଲ୍ୟ ଅଟେ ଏବଂ ଶାଖାରେ କରାଯାଇଥିବା ସୁନାର ମୂଲ୍ୟାଙ୍କନ ଉପରେ ଶେଷ ମୂଲ୍ୟ ନିର୍ଭର କରେ ।

Enter your gold weight (in grams) and carat value to see your eligible amount.

Note: ପ୍ରଦର୍ଶିତ ପରିମାଣ ଏକ ଆନୁମାନିକ ମୂଲ୍ୟ ଅଟେ ଏବଂ ଶାଖାରେ କରାଯାଇଥିବା ସୁନାର ମୂଲ୍ୟାଙ୍କନ ଉପରେ ଶେଷ ମୂଲ୍ୟ ନିର୍ଭର କରେ ।

Gold Weight: 0 grams

Loan Amount:0

Carat: 22

ମୋର ଆବେଦନ ସମ୍ପର୍କରେ ଟେଲିଫୋନ / ଇମେଇଲ / SMS / ୱାଟ୍ସଏପ ଦ୍ୱାରା ମୋ ସହିତ ଯୋଗାଯୋଗ କରିବାକୁ ମୁଁ ମଣପ୍ପୁରମ ଫାଇନାନ୍ସ ଲିମିଟେଡ ଏବଂ ଏହାର ପ୍ରତିନିଧିମାନଙ୍କୁ ପ୍ରାଧିକାର ଦେଉଛି । ଏହି ସମ୍ମତି DNC / NDNC ପାଇଁ ଯେକୌଣସି ପଞ୍ଜିକରଣକୁ ରଦ୍ଦ କରିବ ।

ଆମର ସଫଳ ଯାତ୍ରା

ଭାରତର ଅନ୍ୟତନ ଉତ୍ତମ NBFC ମଧ୍ୟରୁ ଗୋଟିଏ ଭାବରେ 76 ବର୍ଷରୁ ଅଧିକ ସମୟର ଐତିହ୍ୟ

 କୋଟି ସନ୍ତୁଷ୍ଟ ଗ୍ରାହକ
1.75 + Crore
କୋଟି ସନ୍ତୁଷ୍ଟ ଗ୍ରାହକ*
76 ବର୍ଷର ସେବା
76
ବର୍ଷର ସେବା
 କର୍ମଚାରୀ
45000 +
କର୍ମଚାରୀ
ଶାଖା
5000 +
ଶାଖା*

ଆମର ସ୍ୱର୍ଣ୍ଣ ଋଣର ମୁଖ୍ୟାଂଶ

ଶୀଘ୍ର ଆବଣ୍ଟନ*

ଶୀଘ୍ର ଆବଣ୍ଟନ*

ଦିନ ଅନୁସାରେ ସୁଧ ହାର*

ଦିନ ଅନୁସାରେ ସୁଧ ହାର*

ପ୍ରତି ଗ୍ରାମ ସୁନା ପାଇଁ ସର୍ବାଧିକ ଋଣ*

ପ୍ରତି ଗ୍ରାମ ସୁନା ପାଇଁ ସର୍ବାଧିକ ଋଣ*

କମ ସୁଧ ହାର*

କମ ସୁଧ ହାର*

ସହଜ ପରିଶୋଧ ବିକଳ୍ପ*

ସହଜ ପରିଶୋଧ ବିକଳ୍ପ*

କୌଣସି ଲୁକ୍କାୟିତ ଶୁଳ୍କ ନାହିଁ*

କୌଣସି ଲୁକ୍କାୟିତ ଶୁଳ୍କ ନାହିଁ*

ମଣପ୍ପୁରମ ସ୍ୱର୍ଣ୍ଣ ଋଣର ଲାଭ

(ଭାରତର ଅନ୍ୟତମ ଉତ୍ତମ NBFC ଭାବରେ 76 ବର୍ଷରୁ ଅଧିକ ସମୟର ଐତିହ୍ୟ)

 ଆପଣଙ୍କର ସୁନା 100% ସୁରକ୍ଷିତ ଏବଂ ବୀମାକୃତ

ଆପଣଙ୍କର ସୁନା 100% ସୁରକ୍ଷିତ ଏବଂ ବୀମାକୃତ

365 ଦିନ* ମଧ୍ୟରେ ଯେକୌଣସି ସମୟରେ ପରିଶୋଧ

365 ଦିନ* ମଧ୍ୟରେ ଯେକୌଣସି ସମୟରେ ପରିଶୋଧ*

24x7 ଅତିରିକ୍ତ ଟପ-ଅପ ସୁବିଧା*

24x7 ଅତିରିକ୍ତ ଟପ-ଅପ ସୁବିଧା*

24x7 ନିରୀକ୍ଷଣ ଏବଂ ତଦାରଖ*

24x7 ନିରୀକ୍ଷଣ ଏବଂ ତଦାରଖ*

ସମ୍ପୂର୍ଣ୍ଣ ବୀମାକୃତ ଭଲ୍ଟ

ସମ୍ପୂର୍ଣ୍ଣ ବୀମାକୃତ ଭଲ୍ଟ

Manappuram representative holding a phone

କମ ସୁଧ ହାରରେ ଆପଣଙ୍କର ବିଦ୍ୟମାନ ସ୍ୱର୍ଣ୍ଣ ଋଣକୁ ମଣପ୍ପୁରମ ଫାଇନାନ୍ସକୁ ସ୍ଥାନାନ୍ତର କରନ୍ତୁ*

लगेचच आवेदन करा

1949ରୁ ସ୍ୱପ୍ନକୁ ସତ କରୁଛୁ

ଆମ ଉପରେ ବିଶ୍ୱାସ କରୁଥିବା ଲୋକଙ୍କର ସତ କାହାଣୀ ।

ଭାସ୍କରନ ଧନଶେଖରନ

ଭାସ୍କରନ ଧନଶେଖରନ

ଅଭିବୃଦ୍ଧି ପାଇଁ ଜଣେ ଅପ୍ଟିକାଲ ଦୋକାନ ମାଲିକଙ୍କ ଦୃଷ୍ଟିକୋଣ ।

ମୁଁ ଗୋଟିଏ ଅପ୍ଟିକାଲ ଦୋକାନ ଚଲାଉଛି ଏବଂ ମୋର ବ୍ୟବସାୟକୁ ଉନ୍ନତ କରିବା ପାଇଁ ଜରୁରୀ ପାଣ୍ଠି ଆବଶ୍ୟକ କରୁଥିଲି । ମୁଁ ମଣପ୍ପୁରମ ସ୍ୱର୍ଣ୍ଣ ଋଣ ବାଛିଲି ଏବଂ ଏହା ମୋର ସର୍ବୋତ୍ତମ ନିଷ୍ପତ୍ତି ଥିଲା । ପ୍ରକ୍ରିୟାଟି ଶୀଘ୍ର ଏବଂ ହଇରାଣ ମୁକ୍ତ ଥିଲା - ଅବିଳମ୍ବେ ସିଧାସଳଖ ମୋ ବେଙ୍କ ଏକାଉଣ୍ଟରେ ଟଙ୍କା ଜମା ହେଲା ।ମଣପ୍ପୁରମର କମ ସୁଧ ହାର ପାଇଁ ଧନ୍ୟବାଦ, ମୁଁ ନୂତନ ସାମଗ୍ରୀ ଭଣ୍ଡାରଣରେ ବିନିଯୋଗ କରିବାକୁ ସମର୍ଥ ହେଲି ଏବଂ ମୋର ଦୋକାନର ସେବାକୁ ଉନ୍ନତ କରିପାରିଲି ।
ଆମ୍ମୁ ଆର

ଆମ୍ମୁ ଆର

ଜଣେ ମହିଳାଙ୍କର ଦୃଢ ସଙ୍କଳ୍ପ, ଗୋଟିଏ ସ୍ୱର୍ଣ୍ଣ ଋଣ ଏବଂ ଏକ ଅଭିବର୍ଦ୍ଧିତ କେଟରିଙ୍ଗ ବ୍ୟବସାୟ ।

ମୁଁ କେଟରିଙ୍ଗ ସେବା ଯୋଗାଏ ଏବଂ ମୋର ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆର୍ଥିକ ସହାୟତା ଆବଶ୍ୟକ କରୁଥିଲି । ପୂର୍ବରୁ ମୁଁ ଥରେ ବ୍ୟବସାୟ ଚାଲୁ ରଖିବା ପାଇଁ କରିଥିବା ଗହଣା ବ୍ୟବହାରରୁ ଅନୁପ୍ରାଣିତ ହୋଇ ମୁଁ ମଣପ୍ପୁରମ ଫାଇନାନ୍ସରୁ ଏକ ସ୍ୱର୍ଣ୍ଣ ଋଣ ନେବାକୁ ନିଷ୍ପତ୍ତି ନେଇଥିଲି । ପ୍ରକ୍ରିୟାଟି ସହଜ ଥିଲା, ଏବଂ କମ ସୁଧ ହାର ଏହାକୁ ସୁଲଭ କରିଥିଲା । ଋଣ ଦ୍ୱାରା ମୁଁ ଉନ୍ନତ ଉପକରଣରେ ବିନିଯୋଗ କରିଥିଲି ଏବଂ ଆତ୍ମବିଶ୍ୱାସର ସହିତ ମୋର କେଟରିଙ୍ଗ ସେବାକୁ ବୃଦ୍ଧି କରିପାରିଲି ।
ଝରଣା ନନ୍ଦୀ

ଝରଣା ନନ୍ଦୀ

ସ୍ୱର୍ଣ୍ଣ ଋଣ ମୋତେ ମୋର ଚନାଚୁର ବ୍ୟବସାୟର ପୁନଃନିର୍ମାଣ ଏବଂ ବୃଦ୍ଧି କରିବା ପାଇଁ ପୁଞ୍ଜି ଯୋଗାଇଥିଲା ।

2016 ମସିହାରେ ଏକ ଛୋଟ ଚନାଚୁର ଉତ୍ପାଦନ ବ୍ୟବସାୟ ମୁଁ ଆରମ୍ଭ କରିଥିଲି । ଆରମ୍ଭରେ ଏହା ସେମିତି ବେଶୀ ଲାଭଜନକ ନଥିଲା, କିନ୍ତୁ ମୁଁ ଧୈର୍ଯ୍ୟ ହରାଇ ନଥିଲି । ମୁଁ ଆଶାବାଦୀ ଥିଲି ଏବଂ କଠିନ ପରିଶ୍ରମ ସହିତ ଆଗକୁ ବଢ଼ି ଚାଲିବା ଜାରି ରଖିଥିଲି । କିନ୍ତୁ ମୁଁ ଏପରି ଏକ ସ୍ଥାନରେ ପହଞ୍ଚିଲି ଯେଉଁଠାରେ ମୁଁ ବ୍ୟବସାୟକୁ ଆଉ ଆଗକୁ ବୃଦ୍ଧି କରିପାରିଲି ନାହିଁ, ସେତେ ବେଳେ ମୋତେ ମଣପ୍ପୁରମ ଫାଇନାନ୍ସ ଲିମିଟେଡ, ହାବ୍ରା ଶାଖା ମିଳିଲା ।

4ଟି ସହଜ ପଦକ୍ଷେପରେ ସ୍ୱର୍ଣ୍ଣ ଋଣ ପାଆନ୍ତୁ

(ଭାରତର ଅନ୍ୟତମ ଉତ୍ତମ NBFC ଭାବରେ 76 ବର୍ଷରୁ ଅଧିକ ସମୟର ଐତିହ୍ୟ)

ସ୍ୱର୍ଣ୍ଣ ଋଣ ପାଇଁ ଆବେଦନ କରନ୍ତୁ

ସ୍ୱର୍ଣ୍ଣ ଋଣ ପାଇଁ ଆବେଦନ କରନ୍ତୁ

ଆପଣଙ୍କର ସୁନା ଅଳଙ୍କାର ସହିତ ଆପଣଙ୍କର ନିକଟସ୍ଥ ମଣପ୍ପୁରମ ସ୍ୱର୍ଣ୍ଣ ଋଣ ଶାଖାକୁ ଚାଲିଆସନ୍ତୁ ।

ଗ୍ରାହକ ହୁଅନ୍ତୁ

ଗ୍ରାହକ ହୁଅନ୍ତୁ

ଗ୍ରାହକ ହେବା ପ୍ରକ୍ରିୟାକୁ ଶୀଘ୍ର ଏବଂ ହଇରାଣ ମୁକ୍ତ ଭାବରେ ସମାପ୍ତ କରିବା ପାଇଁ ଏକ ବୈଧ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ପ୍ରଦାନ କରନ୍ତୁ ।

ଆପଣଙ୍କ ସୁନାର ଉଚିତ ମୂଲ୍ୟ ପାଆନ୍ତୁ

ଆପଣଙ୍କ ସୁନାର ଉଚିତ ମୂଲ୍ୟ ପାଆନ୍ତୁ

ଆପଣଙ୍କ ପାଇଁ ସର୍ବାଧିକ ସମ୍ଭାବ୍ୟ ଋଣ ରାଶି ପାଇବା ନିଶ୍ଚିତ କରିବାକୁ ଆମର ବିଶେଷଜ୍ଞମାନେ ସୁନା ପରୀକ୍ଷା ଏବଂ ମୂଲ୍ୟାଙ୍କନ କରିବେ ।

ଆବଣ୍ଟନ ଏବଂ ଅନୁମୋଦନ

ଆବଣ୍ଟନ ଏବଂ ଅନୁମୋଦନ

ଥରେ ଅନୁମୋଦନ ହେବା ପରେ ଋଣ ରାଶି ତୁରନ୍ତ ଆପଣଙ୍କ ବେଙ୍କ ଆକାଉଣ୍ଟରେ ଜମା ହୋଇଯିବ ।

ସାଧାରାଣ ଭାବେ ପଚରାଯାଉଥିବା ପ୍ରଶ୍ନ

ସ୍ୱର୍ଣ୍ଣ ଋଣ ବିଷୟରେ ଆପଣଙ୍କ ପାଇଁ ଜାଣିବା ଆବଶ୍ୟକ ସମସ୍ତ ବିଷୟ